ଆରମ୍ଭରୁ ଏତେ, ପରେ କେତେ

ଡେସ୍କ: ନିର୍ଵାଚକୁ ପ୍ରାୟ ଆହୁରି ୧ ମାସ ବାକି ଥିବା ବେଳେ ନିର୍ବାଚନ ଉଲ୍ଲଂଘନ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଭିଯୋଗ ଆପ ‘ସି-ଭିଜିଲ୍’ ଆପରେ ୭୯ ହଜାରରୁ ଅଧିକ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ନିର୍ବାଚନ ଆୟୋଗ ଦ୍ୱାରା ଜାରି ସୂଚନାରେ କୁହାଯାଇଛି ଯେ ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୮୯ ପ୍ରତିଶତ ଅଭିଯୋଗର ସମାଧାନ ୧୦୦ ମିନିଟ୍ ମଧ୍ୟରେ … Continue reading ଆରମ୍ଭରୁ ଏତେ, ପରେ କେତେ