ନିର୍ବାଚନକୁ ଅଳ୍ପ ଦିନ, ବଢୁଛି ଶଙ୍ଖୁଆଙ୍କ ଚାହିଦା

ଡେସ୍କ: ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟରେ ଶଙ୍ଖ ବଜାଇବାକୁ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ ତେଣୁ ଶଙ୍ଖୁଆ ମାନଙ୍କ ଆବଶ୍ୟକ ପଡିଥାଏ। ଯୁଗ ଯେତେ ବଦଳିଲେ ମଧ୍ୟ ଶଙ୍ଖ ବାଦ୍ୟକୁ ଶୁଭ ସଂକେତ ଭାବେ ପରମ୍ପରାର ପ୍ରତୀକ ରୂପରେ ଲୋକମାନେ ମାନି ଆସିଛନ୍ତି। ବାସ୍ତୁ: ରୋଷେଇ ଘରେ ଲୁଣ ପାଇଁ ରହିଛି ଏହି ନିୟମ,ବଦଳାଏ ଭାଗ୍ୟ.. କିନ୍ତୁ ରାଜ୍ୟର ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ପାଖେଇ ଆସୁଥିବା … Continue reading ନିର୍ବାଚନକୁ ଅଳ୍ପ ଦିନ, ବଢୁଛି ଶଙ୍ଖୁଆଙ୍କ ଚାହିଦା