ବଢିଲା ଅଡୁଆ.. ଇଡି ଜାଲରେ ଯୁବରାଜ ସିଂହ, ସୋନୁ ସୁଦ୍
ନୂଆଦିଲ୍ଲୀ : ସୁରେଶ ରୈନା ଓ ଶିଖର ଧୱନ ପରେ ବର୍ତ୍ତମାନ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ ଖେଳାଳି ଯୁବରାଜ ସିଂହ ମଧ୍ୟ ଇଡି ଜାଲରେ ଫସିବା ସହ ତାଙ୍କ ଅଡୁଆ ବଢିଛି । ତାଙ୍କୁ ବେଟିଂ ଆପ୍ ପ୍ରମୋସନ ସହ ଜଡିତ ମାମଲାରେ ପଚରାଉଚରା କରାଯାଉଛି । ଲଗାତାର ଇଡି ଦ୍ୱାରା ସେଲିବ୍ରିଟି, କ୍ରିକେଟରଙ୍କୁ ଅନ୍ଲାଇନ୍ ବେଟିଂ ଆପ୍ ପ୍ରମୋସନ ପାଇଁ ବାରମ୍ବାର ପଚରାଉଚରା କରାଯାଉଛି । ବର୍ତ୍ତମାନ ଯୁବରାଜ ସିଂହ ମଧ୍ୟ ଏହି … Continue reading ବଢିଲା ଅଡୁଆ.. ଇଡି ଜାଲରେ ଯୁବରାଜ ସିଂହ, ସୋନୁ ସୁଦ୍
Copy and paste this URL into your WordPress site to embed
Copy and paste this code into your site to embed