ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପୃଥକ୍ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଦୁଇଟି ସମନ। ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ପୃଥକ୍ ସମନ ହୋଇଛି। ଅବକାରୀ ମାମଲାରେ ନବମ ଲାଗି ସମନ ଜାରି ହୋଇଥିବାବେଳେ ମାର୍ଚ୍ଚ ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ହୋଇଛି। ଜଳ ବୋର୍ଡ ମାମଲାରେ ସୋମବାର ହାଜର ହେବାକୁ ନୋଟିସ୍ ହୋଇଛି । ସେପଟେ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡିର ସମନକୁ ଅମାନ୍ୟ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ … Continue reading ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପୃଥକ୍ ସମନ