କେଜ୍ରିୱାଲଙ୍କୁ ଚତୁର୍ଥଥର ଲାଗି ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଶନିବାର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ ୧୮ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ଉଲ୍ଲେଖ ରହିଛି। ମଦ ଦୁର୍ନୀତି ମାମଲାରେ ଏହାକୁ ମିଶାଇ ୪ଥର ସମନ କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ପୂର୍ବ ୩ଥର ଯାକ ସମନ ପାଇ ବି ସେ ହାଜର ହୋଇନଥିଲେ । Related Posts ହଙ୍ଗାମା ନକରି ସଂସଦରେ ଚାଲିଥିବା ଚର୍ଚ୍ଚାରେ… Nov 25, 2024 ସର୍ବଦଳୀୟ … Continue reading କେଜ୍ରିୱାଲଙ୍କୁ ଚତୁର୍ଥଥର ଲାଗି ସମନ ପଠାଇଲା ଇଡି