ଇଡିକୁ ଝଟକା – ସ୍ୱତନ୍ତ୍ର କୋର୍ଟ ହସ୍ତକ୍ଷେପ ପରେ ଅଭିଯୁକ୍ତକୁ ଗିରଫ କରିପାରିବନି ଇଡି
ଡେସ୍କ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡିର ଅଭିଯୋଗକୁ ସ୍ୱତନ୍ତ୍ର ଅଦାଲତ ଗ୍ରହଣ କରିବା ପରେ ଅର୍ଥ ହେରଫେର ଅଭିଯୋଗରେ ଇଡି ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଅପରାଧକୁ ଗ୍ରହଣ କରାଯିବା ପରେ ଇଡି ଏବଂ ଏହାର ଅଧିକାରୀମାନେ ଅଭିଯୋଗରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୧୯ ଅନୁଯାୟୀ କ୍ଷମତା ପ୍ରୟୋଗ … Continue reading ଇଡିକୁ ଝଟକା – ସ୍ୱତନ୍ତ୍ର କୋର୍ଟ ହସ୍ତକ୍ଷେପ ପରେ ଅଭିଯୁକ୍ତକୁ ଗିରଫ କରିପାରିବନି ଇଡି
Copy and paste this URL into your WordPress site to embed
Copy and paste this code into your site to embed