ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟର ସଚେତନତା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଓ ବ୍ୟବଧାନରେ ଏକ ଭୋଟର ସଚେତନତା ଚଳଚ୍ଚିତ୍ର ‘ମେରା ମତ ମେରା କର୍ତ୍ତବ୍ୟ’ ପ୍ରଦର୍ଶିତ କରିବାକୁ ସିନେମା ମାଲିକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆୟୋଗ ମନ୍ତ୍ରଣାଳୟକୁ କହିଛନ୍ତି। ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ … Continue reading ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର