ହ୍ଵାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାକୁ ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଡେସ୍କ: ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ‘ବିକଶିତ ଭାରତ ସମ୍ପର୍କ’ କାର୍ଯ୍ୟକ୍ରମ ଅଧୀନରେ ଲୋକଙ୍କୁ ତୁରନ୍ତ ହ୍ୱାଟ୍ସଆପ୍ ବାର୍ତ୍ତା ପହଞ୍ଚାଇବା ବନ୍ଦ କରିବାକୁ ନିର୍ବାଚନ ଆୟୋଗ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କମିଶନଙ୍କ ନିକଟରେ ଅଭିଯୋଗ ଆସିବା ପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। https://samajalive.in/tecno-pova-6-pro-5g-02/545266.html ଆୟୋଗ କହିଛନ୍ତି ଯେ, ଏକ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା … Continue reading ହ୍ଵାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାକୁ ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ