ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅନ୍ୟାୟ, ଆମେ ସୁପ୍ରିମକୋର୍ଟ ଯିବୁ – ଶରଦ ପାୱାର

ଡେସ୍କ: ଏନସିପି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏବଂ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଦେଇଥିବା ରାୟ ଅନ୍ୟାୟ ଏବଂ ତାଙ୍କ ଗୋଷ୍ଠୀ ଦଳର ନାମ ଓ ଚିହ୍ନ ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନେସନାଲ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାର ଶନିବାର କହିଛନ୍ତି। ସୁନା, ରୁପା ନୁହେଁ ମହିଳା ପିନ୍ଧିଲେ କାଜୁବାଦାମ, ପେସ୍ତା, ଗୁଜୁରାତି ହାର , ଚୁଡି ଓ ଝୁମୁକା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ … Continue reading ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅନ୍ୟାୟ, ଆମେ ସୁପ୍ରିମକୋର୍ଟ ଯିବୁ – ଶରଦ ପାୱାର