ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..

ଅନେକ ଲୋକଙ୍କୁ ଭାତ ଖାଇବା ଖୁବ୍ ପସନ୍ଦ ଓ ଅଭ୍ୟାସ ମଧ୍ୟ। ମାତ୍ର ଏହି ଅଭ୍ୟାସ ପାଇଁ କିଛି ଲୋକେ ରାତିରେ ମଧ୍ୟ ଭାତ ଖାଇ ଥାଆନ୍ତି। ମାତ୍ର କିଛି ସ୍ୱତନ୍ତ୍ର କାରଣରୁ ରାତିରେ ଭାତ ଖାଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତାହା ଜାଣିବା ନିତାନ୍ତ ଆବଶ୍ୟକ। ରାତିରେ ଭାତ ଖାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଆଜମା ରୋଗୀଙ୍କୁ ରାତିରେ ଭାତ ଖାଇବାକୁ ବାରଣ କରାଯାଇଛି। ଭାତରେ … Continue reading ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..