କର୍କଟ ରୋଗରୁ ଦୂରେଇ ରଖିବ ଏସବୁ ଫଳ, ଦୈନନ୍ଦିନ ଖାଦ୍ୟରେ କରନ୍ତୁ ସାମିଲ

ଡେସ୍କ: ଅତ୍ୟଧିକ ମଦ୍ୟପାନ, ଧୂମପାନ ଏବଂ ଖରାପ ଜୀବନଶୈଳୀ କାରଣରୁ କର୍କଟ ରୋଗ ତା’ର କାୟା ବିସ୍ତାର କରିବାରେ ଲାଗିଛି। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ କାରଣ ମଧ୍ୟ ରହିଥାଏ। କିନ୍ତୁ ଯଦି ଆମେ ଆମର ଜୀବନଶୈଳୀକୁ ସୁଧାରି ଆମ ଖାଦ୍ୟରେ କିଛି ଫଳକୁ ସାମିଲ କରିବା, ତେବେ ଏହି ରୋଗର କବଳରୁ ନିଜକୁ ରକ୍ଷା କରିପାରିବା। ଦୈନନ୍ଦିନ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ଫାଇବରରେ ଭରପୂର ଫଳ ସାମିଲ କରିବା ଦ୍ବାରା ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। … Continue reading କର୍କଟ ରୋଗରୁ ଦୂରେଇ ରଖିବ ଏସବୁ ଫଳ, ଦୈନନ୍ଦିନ ଖାଦ୍ୟରେ କରନ୍ତୁ ସାମିଲ