ଚାର୍ଜ ହେଉଥିବା ସମୟରେ ଇ-ସ୍କୁଟର ବ୍ୟାଟେରୀ ବିସ୍ଫୋରଣ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚାର୍ଜିଂ ସମୟରେ ଏକ ଇଲେକ୍ଟ୍ରିକ୍ ଗାଡିର ବ୍ୟାଟେରୀ ଫାଟିଯାଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହି ଘଟଣା ପରେ ଲିଥିୟମ୍ ଆୟନ ବ୍ୟାଟେରୀରେ ସମ୍ଭାବିତ ବିପଦର ଆଶଙ୍କା ବଢିଯାଇଛି । ତେବେ ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନି ।   View this post on Instagram   A post shared … Continue reading ଚାର୍ଜ ହେଉଥିବା ସମୟରେ ଇ-ସ୍କୁଟର ବ୍ୟାଟେରୀ ବିସ୍ଫୋରଣ, ଭିଡିଓ ଭାଇରାଲ