ପୂର୍ତ୍ତବିଭାଗର ସଂକୀର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ କୃତ୍ରିମ ବନ୍ୟା ଆଶଙ୍କା

ଗୁଣୁପୁର : ଗୁଣୁପୁର ସହର ମୁଖ୍ୟ ରାସ୍ତାର ଛକ ଗୁଡିକ ଓସାର ହେବା ସହ ମାଷ୍ଟର ଡ୍ରେନ କରି ଜଳ ନିସ୍କାସନ ନିମନ୍ତେ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ହେଉଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି କାମ ଏକ ଠିକା କମ୍ପାନୀ ଆରମ୍ଭ କରିଛି। ରାସ୍ତାର ଉଭୟ ପଟୁ ଗଛ କଟା ସରିଛି। ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ ଓ୍ବାଲ ଗୁଡିକ ନିର୍ମାଣ ଚାଲିଛି। ଜଳ ନିସ୍କାସନ ପାଇଁ ଡ୍ରେନ କାମ ଚାଲିଛି। ସଂକୀଣ୍ଣ … Continue reading ପୂର୍ତ୍ତବିଭାଗର ସଂକୀର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ କୃତ୍ରିମ ବନ୍ୟା ଆଶଙ୍କା