ଜାଣନ୍ତୁ ଶରୀରରେ ପାଣି ମାତ୍ରା କମିଲେ ବଢେ କି ରକ୍ତଚାପ? କେଉଁ ଖାଦ୍ୟ ଖାଇବେ,କିଭଳି ସଚେତନ ରହିବେ..

ଉଚ୍ଚ ରକ୍ତଚାପ ବର୍ତ୍ତମାନ ସମୟରେ ଅଧିକାଂଶଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା ହୃଦୟ ଜନିତ ରୋଗର କାରଣ ପାଲଟିଥାଏ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଠାରୁ ଆରମ୍ଭ କରି ଏଭଳି ଅନେକ କାରଣ ରହିଛି, ଯାହା ଉଚ୍ଚ ରକ୍ତଚାପ ବୃଦ୍ଧିର କାରଣ। ଖରାଦିନରେ ଶରୀରରେ ଜଳୀୟ ଅଂଶର ମାତ୍ରା ହ୍ରାସ ପାଇଥାଏ। ଏହା ଶରୀରକୁ ପ୍ରଭାବିତ କରିଥାଏ। ଅନେକ ଲୋକେ ଜାଣି ନଥିବେ, ଶରୀରରେ ଜଳୀୟଅଂଶର ମାତ୍ରା କମିଲେ, ଏହା ରକ୍ତଚାପ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। … Continue reading ଜାଣନ୍ତୁ ଶରୀରରେ ପାଣି ମାତ୍ରା କମିଲେ ବଢେ କି ରକ୍ତଚାପ? କେଉଁ ଖାଦ୍ୟ ଖାଇବେ,କିଭଳି ସଚେତନ ରହିବେ..