ମମତାଙ୍କ ପଡିଯିବା ନେଇ ‘ଦ୍ୱନ୍ଦ୍ୱ’ ସ୍ପଷ୍ଟ କଲେ ଡାକ୍ତର

ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ କାଳୀଘାଟ ବାସଭବନରେ ‘ପଛପଟୁ ଧକ୍କା ଦେବାରୁ’ କପାଳ ଓ ନାକରେ ଆଘାତ ଲାଗିଥିବା କହିବାର ଗୋଟିଏ ଦିନ ପରେ ସରକାରୀ ଏସଏସକେଏମ୍ ହସ୍ପିଟାଲ୍ ନିର୍ଦ୍ଦେଶକ ମଣିମୟ ବନ୍ଦୋପାଧ୍ୟାୟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଏତିକି କହିବାକୁ ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଧକ୍କା ଭଳି ଅନୁଭବ କରିଥିବେ। ପାଖେଇ ଆସୁଛି ହୋଲି : ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ, ଚମକିବ ଭାଗ୍ୟ.. ୬୯ ବର୍ଷୀୟ … Continue reading ମମତାଙ୍କ ପଡିଯିବା ନେଇ ‘ଦ୍ୱନ୍ଦ୍ୱ’ ସ୍ପଷ୍ଟ କଲେ ଡାକ୍ତର