ଗାଜା ଅସ୍ତ୍ରବିରତି ନେଇ ଆଲୋଚନା, ମୁକ୍ତ ହୋଇପାରନ୍ତି ବିଦେଶୀ ବନ୍ଧକ

ଡେସ୍କ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଗାଜା ଅସ୍ତ୍ରବିରତି ନେଇ ଆଲୋଚନା ହୋଇଛି। ପାଲେଷ୍ଟାଇନ ଅଞ୍ଚଳରେ ଯୁଦ୍ଧ ବନ୍ଦ କରିବା ଏବଂ ଇସ୍ରାଏଲ ଓ ବିଦେଶୀ ବନ୍ଧକଙ୍କୁ ମୁକ୍ତ କରିବା ନେଇ ଏହି ଆଲୋଚନା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲର ଗୁଇନ୍ଦା ସେବା ମୋସାଦ ମୁଖ୍ୟ କତାର, ଇଜିପ୍ଟ ଓ ଆମେରିକା ସହ ପୃଥକ ଭାବେ ଆଲୋଚନା କରିଛନ୍ତି। ହମାସର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ କାଇରୋରେ ଅସ୍ତ୍ରବିରତି ଉପରେ ଆଲୋଚନା ଶେଷ କରିଛନ୍ତି … Continue reading ଗାଜା ଅସ୍ତ୍ରବିରତି ନେଇ ଆଲୋଚନା, ମୁକ୍ତ ହୋଇପାରନ୍ତି ବିଦେଶୀ ବନ୍ଧକ