ଓଲା ଇ-ସ୍କୁଟରରେ ରିହାତି, ଅଫର ମାତ୍ର ୪ ଦିନ

ନୂଆଦିଲ୍ଲୀ : ଦେଶର ଦୁଇଚକିଆ ଇଭି ନିର୍ମାତା କମ୍ପାନୀ ଓଲା ଇଲେକ୍ଟ୍ରିକ୍ ନିଜ ଗ୍ରାହକଙ୍କ ପାଇଁ ଖାସ୍ ଅଫର ନେଇଆସିଛି । ଅଫରର ଫାଇଦା ଉଠାଇ ଆପଣ ଶସ୍ତାରେ ଇ-ସ୍କୁଟର କିଣିପାରିବେ । ଏହି ଅଫର ମାତ୍ର କିଛି ଦିନ ପାଇଁ ରହିବ । କହିରଖୁଛୁ ବେଙ୍ଗାଲୁରୁ ସ୍ଥିତ ନିର୍ମାତା ଓଲା ଏହି ଅଫରରେ ନିଜ ବିକ୍ରି ବଢାଇବା ଆଶା ରଖିଛି । Related Posts ହାତୀଙ୍କ ଗତିବିଧି ଜାଣିବାକୁ ଡ୍ରୋନ କ୍ୟାମେରା… Jun 30, 2024 … Continue reading ଓଲା ଇ-ସ୍କୁଟରରେ ରିହାତି, ଅଫର ମାତ୍ର ୪ ଦିନ