ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ୪ଗୁଣ ବୃଦ୍ଧି
ନୂଆଦିଲ୍ଲୀ : ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ପରିମାଣ ଜୁନ୍ରେ ୪ଗୁଣ ବଢ଼ିଛି। ଜୁନ୍ରେ ଭାରତୀୟ ତୈଳ ବିଷୋଧନକାରୀ ପ୍ରତିଦିନ ୟୁରୋପକୁ ୧୧୯,୪୦୦ ବ୍ୟାରେଲ ଡିଜେଲ ରପ୍ତାନି କରିଛନ୍ତି। ଅନ୍ୟପକ୍ଷରେ ମେ’ରେ ପ୍ରତିଦିନ ୨୪,୫୦୦ ବ୍ୟାରେଲ ରପ୍ତାନି ହୋଇଥିଲା। ତେବେ ଏହି ଅଭିବୃଦ୍ଧି ପରେ ମଧ୍ୟ ଭାରତର ସାମଗ୍ରିକ ଡିଜେଲ ରପ୍ତାନି ୪% ହ୍ରାସ ପାଇଛି। ଜୁନ୍ରେ ଭାରତ ପ୍ରତିଦିନ ମୋଟ ୪୮୨,୪୦୦ ବ୍ୟାରେଲ ରପ୍ତାନି କରିଛି। ଅନ୍ୟପକ୍ଷରେ ୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନ୍ ଯୁଦ୍ଧ ପରେ … Continue reading ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ୪ଗୁଣ ବୃଦ୍ଧି
Copy and paste this URL into your WordPress site to embed
Copy and paste this code into your site to embed