ନ୍ୟୁଜକ୍ଲିକ୍‌ ବିରୋଧରେ ଅଭିଯୋଗପତ୍ର ଦାଖଲ

ନୂଆଦିଲ୍ଲୀ: ନ୍ୟୁଜକ୍ଲିକ୍‌ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ ବିରୋଧରେ ଦିଲ୍ଲୀ ପୁଲିସ ଶନିବାର ଅଭିଯୋଗପତ୍ର ଦାଖଲ କରିଛି। ନ୍ୟୁଜକ୍ଲିକ୍‌ ନିଜ ପୋର୍ଟାଲ ମାଧ୍ୟମରେ ଚୀନ ସପକ୍ଷରେ ପ୍ରଚାର କରୁଥିବାରୁ ତା’ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସ ତରଫରୁ ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ୮ ହଜାର ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରାଯାଇଛି। ନ୍ୟୁଜକ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ … Continue reading ନ୍ୟୁଜକ୍ଲିକ୍‌ ବିରୋଧରେ ଅଭିଯୋଗପତ୍ର ଦାଖଲ