ଦେଖନ୍ତୁ ଭିଡିଓ.. ରାଜଧାନୀରେ ପାଣି ପାଇଁ ହାହାକାର ; ପାଣି ଟ୍ୟାଙ୍କର ଦେଖିବା କ୍ଷଣି ଏମିତି କଲେ..

ନୂଆଦିଲ୍ଲୀ: ପାଣି ପାଇଁ ଡହଳବିକଳ ରାଜଧାନୀ ବାସୀ। ଉତ୍ତର ଓ ମଧ୍ୟ ଭାରତର କେତେକ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ବର୍ଷ ବର୍ଷର ରେକର୍ଡ ଭାଙ୍ଗୁଛି। ଅଂଶୁଘାତ ପାଇଁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଦେଶର ରାଜଧାନୀରେ ଅସହ୍ୟ ଗରମ ସହ ପାଣି ପାଇଁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀର ଅନେକ ସ୍ଥାନରେ ଭୟଙ୍କର ଜଳ ସଙ୍କଟ ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ଲୋକେ ପାଣି ଟ୍ୟାଙ୍କର ଦେଖି … Continue reading ଦେଖନ୍ତୁ ଭିଡିଓ.. ରାଜଧାନୀରେ ପାଣି ପାଇଁ ହାହାକାର ; ପାଣି ଟ୍ୟାଙ୍କର ଦେଖିବା କ୍ଷଣି ଏମିତି କଲେ..