ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ଏହି ସେଫ୍‌‌

ନୂଆଦିଲ୍ଲୀ: ୧୬ବର୍ଷର ବିବାହରେ ଶେଷରେ ପୂର୍ଣ୍ଣଛେଦ ପଡିଲା। ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲେବ୍ରିଟି ସେଫ୍‌‌ କୁନାଲ କପୁର। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପତ୍ନୀଠାରୁ ଛାଡପତ୍ର ନେବାପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୦୮ରେ ଏକତା କପୁରଙ୍କୁ ବିବାହ କରିଥିଲେ କୁନାଲ। ବିବହାର ୪ବର୍ଷ ପରେ ୨୦୧୨ରେ ଏକ ପୁତ୍ର ସନ୍ତାର ବାପା ମା ହୋଇଥିଲେ ଉଭୟ। ବେଶ କିଛି ବର୍ଷ ହସଖୁସିରେ ପରିବାର ଚାଲିଥିବା ବେଳେ କୌଣସି କାରଣକୁ ନେଇ କୁନାଲ ଓ ଏକତାଙ୍କ ମଧ୍ୟରେ ଝଗଡା ଲାଗି … Continue reading ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ଏହି ସେଫ୍‌‌