ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା ଆବେଦନ, ଶୁଣାଣି ବିଳମ୍ବ କଲେ ଦିଲ୍ଲୀ ହାଇକୋର୍ଟ

ଡେସ୍କ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ସ୍ଥଗିତ ରଖିଛନ୍ତି। ଖଣ୍ଡପୀଠ ଏକାଠି ହୋଇନଥିବାରୁ ଆଜି କୋର୍ଟ ଏହି ମାମଲାର ଶୁଣାଣି କରିନଥିଲେ। ଏପ୍ରିଲ ୨୯ରେ ଏହାର ଶୁଣାଣି ହେବ ନାହିଁ। ଗତ ସପ୍ତାହରେ ଆନନ୍ଦ ଏସ୍ ଜୋନ୍ଧଲେ ଦାଖଲ କରିଥିବା ଆବେଦନରେ ପ୍ରଧାନମନ୍ତ୍ରୀଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା … Continue reading ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା ଆବେଦନ, ଶୁଣାଣି ବିଳମ୍ବ କଲେ ଦିଲ୍ଲୀ ହାଇକୋର୍ଟ