ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡ଼େସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଶୁଣାଣି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରୁ ହଟାଇ ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ଏବଂ ଅନ୍ୟ ୫ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭିଡିଓରେ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ମାର୍ଚ୍ଚ ୨୮ରେ ସୁନିତାଙ୍କ ସ୍ୱାମୀ ରାଉଜ୍ ଆଭେନ୍ୟୁ କୋର୍ଟରେ ଦେଇଥିବା … Continue reading ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ