ଏମିତି ଆସେ ମୃତ୍ୟୁ, ଅଫିସରେ ହୃଦଘାତରେ ଚାଲିଗଲା ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ

ଡେସ୍କ: ବେଳେ ବେଳେ କୌଣସି ଲକ୍ଷଣ ନ ଥାଇ ମଧ୍ୟ ହଠାତ ମୃତ୍ୟୁ ଚାଲିଆସେ। କିଛି ଭାବିବା ପୂର୍ବରୁ କି କିଛି କରିବା ପୂର୍ବରୁ ଚାଲିଯାଏ ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବାରେ। ସମ୍ପୂର୍ଣ୍ଣ ଘଟଣା ମଧ୍ୟ ସିସି ଟିଭିରେ କଏଦ ହୋଇଛି। ମାତ୍ର ୧ ମିନିଟ ମଧ୍ୟରେ ସବୁ କିଛି ଶେଷ ହୋଇଯାଉଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମହୋବାରେ ଅଫିସରେ କାମ କରୁଥିବା ବେଳେ ହୃଦଘାତରେ ଜଣେ ୩୦ ବର୍ଷୀୟ … Continue reading ଏମିତି ଆସେ ମୃତ୍ୟୁ, ଅଫିସରେ ହୃଦଘାତରେ ଚାଲିଗଲା ୩୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜରଙ୍କ ଜୀବନ