ବୋଟ୍ ର ହେଲା ତଥ୍ୟ ଲିକ୍ ; ଡାର୍କ ୱେବ୍ ରେ ଆସିଲା ୭୫ ଲକ୍ଷ ଭାରତୀୟଙ୍କର ସବିଶେଷ ତଥ୍ୟ..

ନୂଆଦିଲ୍ଲୀ : ବୋଟ୍ ର ଭାରତୀୟ ବଜାରରେ ଅନେକ ଶସ୍ତା ଇୟର ବଡସ୍, ସ୍ପିକର୍ ଓ ସ୍ମାର୍ଟ ଘଣ୍ଟା ମଧ୍ୟ ଉପଲବ୍ଧ। ମାତ୍ର ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବ୍ରାଣ୍ଡର ତଥ୍ୟ ଲିକ୍ ହୋଇଛି। ଯେଉଁଥିରେ ପ୍ରାୟ ୭୫ ଲକ୍ଷ ସାଧାରଣ ଭାରତୀୟ ଉପଭୋକ୍ତାଙ୍କର ନାମ ମଧ୍ୟ ସାମିଲ ରହିଛି। ଏହି ତାଲିକାରେ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ବ୍ୟାଙ୍କ କାର୍ଡ ଆଦି ରହିଛି। ସାଇବର ଅପରାଧୀ ଏହାକୁ ଭୁଲ୍ ଶୈଳୀରେ ବ୍ୟବହାର … Continue reading ବୋଟ୍ ର ହେଲା ତଥ୍ୟ ଲିକ୍ ; ଡାର୍କ ୱେବ୍ ରେ ଆସିଲା ୭୫ ଲକ୍ଷ ଭାରତୀୟଙ୍କର ସବିଶେଷ ତଥ୍ୟ..