ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ଭାରତରେ ଅନେକ ଅଦ୍ଭୁତ ମନ୍ଦିର ରହିଛି। ଯାହା ସହ ବିଭିନ୍ନ ମାନ୍ୟତା ଓ ଆଶ୍ଚର୍ଯ୍ୟଜନକ କଥା ଜଡିତ ରହିଛି। ଅଦ୍ଭୁତ ଓ ଚମତ୍କାରୀ ମନ୍ଦିର ବିଷୟରେ ଜାଣିବାକୁ ସଭିଁଙ୍କ ଉତ୍ସାହ ରହିଥାଏ। ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାର ଦନ୍ଦରୌଆ ଧାମରେ ଏଭଳି ଏକ ଅଦ୍ଭୁତ ମନ୍ଦିର ରହିଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମନ୍ଦିରରେ ଭୟ ଓ ରୋଗର ନାଶକ, ସଙ୍କଟ ଦୂର କରୁଥିବା ଭଗବାନ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କୁ ଡାକ୍ତର … Continue reading ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା