ଦେଖନ୍ତୁ ଭିଡିଓ; କାଠଯୋଡ଼ିରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର

କଟକ: କାଠଯୋଡ଼ିରୁ ଏକ ଘଡ଼ିଆଳ (ଥଣ୍ଟିଆ କୁମ୍ଭୀର) ଉଦ୍ଧାର ହୋଇଥିବା ବୁଧବାର ଖବର ସାମ୍ନାକୁ ଆସିଛି । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼ିରେ ଏହି କୁମ୍ଭୀର ରହିଥିଲା । ଖାନନଗର କାଠଯୋଡ଼ି ନଦୀ ପଠାରେ ଜୟନ୍ତ ବେହେରା ନାମକ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଯୋନକୁ ଖବର ଦେଇଥିଲେ। ଏହାପରେ ଟିମ … Continue reading ଦେଖନ୍ତୁ ଭିଡିଓ; କାଠଯୋଡ଼ିରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର