୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା

ଡେସ୍କ: ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ଏକ ଗାଁରେ ଥିବା ଭଗବାନ ରାମଙ୍କ ମନ୍ଦିରର କବାଟ ୨୧ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା ସମ୍ଭବ ହୋଇପାରିଛି। ସିଆରପିଏଫର ୭୪ତମ ବାଟାଲିୟନ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲଙ୍କ ଧମକ ପରେ ୨୧ ବର୍ଷ ତଳେ ବନ୍ଦ ହୋଇ ଯାଇଥିବା କେରଳପେଣ୍ଡା ଗାଁରେ ଥିବା ମନ୍ଦିରକୁ ପୁଣି ଖୋଲିଛି ସୁରକ୍ଷା ବାହିନୀ। … Continue reading ୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା