ମସ୍କଙ୍କଠାରୁ ନଂ୧ ମୁକୁଟ ଛଡ଼ାଇ ନେବେ କି ଜେଫ୍‌ ବେଜୋସ୍‌ ?

ନୂଆଦିଲ୍ଲୀ: ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍‌ ବେଜୋସ୍‌ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ ମାତ୍ର ୫ ବିଲିୟନ ଡଲାର ଦୂରରେ ଅଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏଲନ ମସ୍କ ଏବେ ୨୦୦ ବିଲିୟନ ଡଲାରର ମୋଟ୍‌ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜେଫ୍‌ ବେଜୋସ୍‌ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କର … Continue reading ମସ୍କଙ୍କଠାରୁ ନଂ୧ ମୁକୁଟ ଛଡ଼ାଇ ନେବେ କି ଜେଫ୍‌ ବେଜୋସ୍‌ ?