ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କୁମ୍ଭୀରକୁ ଏକ ଛୋଟ ଛୁଆକୁ ଖାଦ୍ୟ ଖୁଆଇବା ଭଳି ଖୁଆଉଥିବାର ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ପାଣି ଭିତରେ ଜଣେ ବ୍ୟକ୍ତି ଖୁବ୍‌ ସହଜରେ କୁମ୍ଭୀରକୁ ଖାଦ୍ୟ ଖୁଆଉଥିବା ଦେଖାଯାଉଛି । ଭିଡିଓକୁ ଦେଖି ଏଭଳି ମନେ ହେଉଛି, ଯେଭଳି କୁମ୍ଭୀରଟି ତାଙ୍କ ପୋଷା । କୁମ୍ଭୀରର ଅନ୍ୟ ଭିଡିଓ ମଧ୍ୟ ଦେଖିଥିବେ ଯେଉଁଥିରେ କୁମ୍ଭୀର ହଠାତ୍‌ ଆକ୍ରମଣ କରି ଦିଏ । ରକ୍ଷା ପାଇବାକୁ ଟିକେ … Continue reading ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..