ଦେଖନ୍ତୁ ଭିଡିଓ; ନଦୀ ଭିତରକୁ ଯାଇ କୁମ୍ଭୀର ସହ ନାଚିଲେ, ତା’ପରେ.. 

ନୂଆଦିଲ୍ଲୀ : କୁମ୍ଭୀର ପାଣିର ସବୁଠାରୁ ଭୟଙ୍କର ଶିକାରୀ ବୋଲି କୁହାଯାଏ । ମାତ୍ର ଚିନ୍ତା କରନ୍ତୁ ଯଦି ନଦୀ ଭିତରେ କୌଣସି ବ୍ୟକ୍ତି କୁମ୍ଭୀରକୁ ଧରି ନାଚନ୍ତି, ତେବେ କ’ଣ ହେବ । ଏହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ନିକଟରେ ସୋସିଆଲ ମିଡିଆରେ ହୋସ୍‌ ଉଡାଇବା ଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯାହାର କେହି କେବେ କଳ୍ପନା ମଧ୍ୟ କରି ନଥିବେ । View this … Continue reading ଦେଖନ୍ତୁ ଭିଡିଓ; ନଦୀ ଭିତରକୁ ଯାଇ କୁମ୍ଭୀର ସହ ନାଚିଲେ, ତା’ପରେ..