ଦେଖନ୍ତୁ ଭିଡିଓ; ନଦୀ ଭିତରକୁ ଯାଇ କୁମ୍ଭୀର ସହ ନାଚିଲେ, ତା’ପରେ..

ନୂଆଦିଲ୍ଲୀ : କୁମ୍ଭୀର ପାଣିର ସବୁଠାରୁ ଭୟଙ୍କର ଶିକାରୀ ବୋଲି କୁହାଯାଏ । ମାତ୍ର ଚିନ୍ତା କରନ୍ତୁ ଯଦି ନଦୀ ଭିତରେ କୌଣସି ବ୍ୟକ୍ତି କୁମ୍ଭୀରକୁ ଧରି ନାଚନ୍ତି, ତେବେ କ’ଣ ହେବ । ଏହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ନିକଟରେ ସୋସିଆଲ ମିଡିଆରେ ହୋସ୍ ଉଡାଇବା ଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଯାହାର କେହି କେବେ କଳ୍ପନା ମଧ୍ୟ କରି ନଥିବେ ।
ଭିଡିଓର ଆରମ୍ଭରେ ଦେଖିପାରିବେ, ବ୍ୟକ୍ତି ଜଣକ ନଦୀରେ ପାଣି ଭିତରେ ଖୁବ୍ ମଜା ନେଉଛନ୍ତି । ସେହି ସମୟରେ ବ୍ୟକ୍ତି ଜଣକ ପାଣିରେ ଏକ କୁମ୍ଭୀର ଥିବା ଦେଖୁଛନ୍ତି । ବ୍ୟକ୍ତି ଜଣକ ଆଦୌ ଭୟ ନକରି କୁମ୍ଭୀରକୁ ଧରି ନାଚିବାକୁ ଲାଗୁଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ମାତ୍ର ୬୦ ମିନିଟ୍ରେ ଡ୍ରୋନ୍ରେ ଆସି ଘରେ ପହଞ୍ଚିବ ସ୍ମାର୍ଟଫୋନ୍; ଆମାଜନ୍ ଆରମ୍ଭ କଲା ସେବା
ଖୁବ୍ ଶୀଘ୍ର.. ୪୭ ବର୍ଷ ବୟସରେ ବିବାହ କରିବେ ଏହି ସାଉଥ୍ ସୁପରଷ୍ଟାର, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଭିଡିଓରେ ଦେଖନ୍ତୁ ; ରାଜଧାନୀରେ ଝଡ ତୋଫାନର ତାଣ୍ଡବ, ୭ ମୃତ, ମହିଳାଙ୍କ ବେକରୁ ଅଲଗା ହେଲା ମୁଣ୍ଡ, ଉପୁଡିଲା ଗଛ
Comments are closed.