ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର

ହରଭଙ୍ଗା :ବୌଦ୍ଧ ବନଖଣ୍ଡ ଅଧିନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ଏହାର ଗତିବିଧି ଅନୁଧ୍ୟାନ ପାଇଁ ବୌଦ୍ଧ ରେଞ୍ଜ ଅଫିସର ଅର୍ଚନା ଗମାଙ୍ଗ, ବନପାଳ ଲିଙ୍ଗରାଜ ମାଝୀ, ବନରକ୍ଷୀ ସନ୍ଧ୍ୟା ରାଣୀ ପ୍ରଧାନ ଘଟଣା ସ୍ଥଳରେ ପହଁଚି ଏହା ଉପରେ ନଜର ରଖିଛନ୍ତି। କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ମତ୍ସ୍ୟଜୀବୀମାନଙ୍କୁ ଏହି … Continue reading ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର