ଫିକ୍ସଡ ଡିପୋଜିଟରେ ମିଳେ କ୍ରେଡିଟ୍ କାର୍ଡ, ଜମା ରାଶିର ୯୦ ପ୍ରତିଶତ ପର୍ଯ୍ୟନ୍ତ ସୀମା

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡରୁ ପୈଠ କରିବା ଲୋକଙ୍କୁ ବହୁତ ସରଳ ଲାଗେ । କିନ୍ତୁ କ୍ରେଡିଟ୍ ସ୍କୋର ଉତ୍ତମ ନଥିଲେ ପ୍ରଥମ ଥର କ୍ରେଡିଟ୍ କାର୍ଡ ନେଉଥିବା ଲୋକଙ୍କୁ ବ୍ୟାଙ୍କ ସାଧାରଣ ବା ଅନସିକ୍ୟୋର୍ଡ କ୍ରେଡିଟ୍ କାର୍ଡ ପ୍ରଦାନ କରିନଥାଏ । ଏଭଳି କ୍ଷେତ୍ରରେ ଆପଣ ବ୍ୟାଙ୍କରେ ନିଜ ଫିକ୍ସଡ ଡିପୋଜିଟ୍ ବଦଳରେ ଏଫଡି-ବ୍ୟାକ୍ଡ କ୍ରେଡିଟ୍ କାର୍ଡ ଆଣିପାରିବେ । ଏଥିରେ ଆପଣଙ୍କୁ ସାଧାରଣ କ୍ରେଡିଟ୍ କାର୍ଡ ଭଳି ପୈଠ କଲେ ରିଓ୍ବାର୍ଡ ଏବଂ ଅନ୍ୟ … Continue reading ଫିକ୍ସଡ ଡିପୋଜିଟରେ ମିଳେ କ୍ରେଡିଟ୍ କାର୍ଡ, ଜମା ରାଶିର ୯୦ ପ୍ରତିଶତ ପର୍ଯ୍ୟନ୍ତ ସୀମା