ଭିଡିଓ: ଶାଢି ଦୋକାନରେ ପଶିଗଲା ଗାଈ, ଆଉ ତା ପରେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଶାଢି ଦୋକାନରେ ପଶିଯାଇଥିବା ଗାଈକୁ ଦୋକାନ ମାଲିକ ଏକ ଛୁଆ ଭଳି ସ୍ନେହ କରୁଛନ୍ତି । ଖାଲି ସେତିକି ନୁହେଁ, ବ୍ୟକ୍ତି ଜଣକ ନିଜ ଦୋକାନରେ ଗାଈକୁ ଏକ ଗଦିରେ ବସାଉଛନ୍ତି ।   View this post on Instagram   A post shared by … Continue reading ଭିଡିଓ: ଶାଢି ଦୋକାନରେ ପଶିଗଲା ଗାଈ, ଆଉ ତା ପରେ…