ଇଡି ଓ ସିବିଆଇକୁ ନୋଟିସ୍ – ସିସୋଦିଆଙ୍କ ଦୋଷ କଣ?

ଡେସ୍କ: ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ଅବକାରୀ ଦୁର୍ନୀତି ମାମଲାରେ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଁ ଆପ୍ ନେତା ମନୀଷ ସିସୋଦିଆ କରିଥିବା ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଇଡି ଏବଂ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ସିବିଆଇ ଓ ଇଡିର ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ଏପ୍ରିଲ ୨୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଲଢ଼ିବେ ଚନ୍ଦନ ତସ୍କର ବୀରାପ୍ପାନର ଝିଅ ବିଦ୍ୟା ରାଣୀ … Continue reading ଇଡି ଓ ସିବିଆଇକୁ ନୋଟିସ୍ – ସିସୋଦିଆଙ୍କ ଦୋଷ କଣ?