ହୃଦଘାତ ସହ ଅନେକ ରୋଗ ଦୂର କରେ ଏହି ଚଟଣି..

ଖରାଦିନେ ଲୋକେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ଚଟଣିର ବ୍ୟବହାର କରି ଥାଆନ୍ତି। ସେହି ଚଟଣି ମଧ୍ୟରୁ ଗୋଟିଏ ହେଉଛି ଧନିଆପତ୍ରର ଚଟଣି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିବା ସହ ହୃଦୟ, ତ୍ୱଚା, ମସ୍ତିଷ୍କ, ହଜମ କ୍ରିୟା ପାଇଁ ମଧ୍ୟ ଉପକାରୀ। ଜାଣନ୍ତୁ ଧନିଆପତ୍ର ଚଟଣି ଖାଇବା ଦ୍ୱାରା କି କି ଲାଭ ମିଳିଥାଏ.. … Continue reading ହୃଦଘାତ ସହ ଅନେକ ରୋଗ ଦୂର କରେ ଏହି ଚଟଣି..