ପୁଣି ଫେରିଲା କରୋନା ଭୟ ; ମୁମ୍ବାଇରେ ୨ ଆକ୍ରାନ୍ତ ମୃତ
ମୁମ୍ବାଇ : ପୁଣି ଫେରିଲା କରୋନା ଭୟ। ହଂକଂ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଦେଶରେ ମଧ୍ୟ କରୋନା ଭୟ ଦେଖାଦେଇଛି। ମୁମ୍ବାଇରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇରେ କେଇଏମ୍ ହସ୍ପିଟାଲରେ ୨ ଚିକିତ୍ସିତଙ୍କ ମୃତ୍ୟୁ ଘଟିଛି । ସେମାନେ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିିକିତ୍ସିତ ଥିଲେ । ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ … Continue reading ପୁଣି ଫେରିଲା କରୋନା ଭୟ ; ମୁମ୍ବାଇରେ ୨ ଆକ୍ରାନ୍ତ ମୃତ
Copy and paste this URL into your WordPress site to embed
Copy and paste this code into your site to embed