ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର; ରେଳ ଧାରଣାରେ ଥିଲା ସିମେଣ୍ଟ ଖଣ୍ଡ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନରେ ପୁଣି ଥରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଥିଲା। ଏଥର ଦୁର୍ବୃତ୍ତମାନେ ଅଜମେରର ସରାଧନା ଓ ବାଙ୍ଗଡ଼ ଗ୍ରାମ ରେଳଷ୍ଟେସନ ମଧ୍ୟରେ ଦୁଇଟି ସ୍ଥାନରେ ବଡ ବଡ ସିମେଣ୍ଟ ଖଣ୍ଡ ରଖିଥିଲେ। ଏହି ବଡ ବଡ ସିମେଣ୍ଟ ଖଣ୍ଡର ଓଜନ ୭୦କିଲୋ ହେବ ବୋଲି କୁହାଯାଇଛି। ତେବେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନଟି ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢିଯାଇଥିଲା। ସୌଭାଗ୍ୟବଶତଃ ମାଲଗାଡି ଟ୍ରେନଟି ଲାଇନଚ୍ୟୁତ ହୋଇନାହିଁ। … Continue reading ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର; ରେଳ ଧାରଣାରେ ଥିଲା ସିମେଣ୍ଟ ଖଣ୍ଡ