୧୩୫ କୋଟି ଟଙ୍କା ଆଦାୟ ପରେ କଂଗ୍ରେସର ୫୨୪ କୋଟି ଟଙ୍କାର ‘ବେହିସାବି କାରବାର’ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ

ଡେସ୍କ: ଲୋକସଭା ନିର୍ବାଚନକୁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଆୟକର ବିଭାଗ (ଆଇଟି) ପକ୍ଷରୁ ବେହିସାବ କାରବାର ପାଇଁ ମୋଟ ୫୨୩.୮୭ କୋଟି ଟଙ୍କା ଉପରେ ଆଉ ଏକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ଏହି କାରବାର ହୋଇଥିଲା। ଅଂଶଧନ ବିକିଲେ ସେହି ଦିନ ମିଳିବ ପଇସା, ଅକ୍ଟୋବର … Continue reading ୧୩୫ କୋଟି ଟଙ୍କା ଆଦାୟ ପରେ କଂଗ୍ରେସର ୫୨୪ କୋଟି ଟଙ୍କାର ‘ବେହିସାବି କାରବାର’ ଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ