ଗରିବ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି – ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଡେସ୍କ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବଲସାଡ ଜିଲ୍ଲାର ଧର୍ମପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ଗତ ୧୦ ବର୍ଷ ମଧ୍ୟରେ ଗରିବ ଓ ଆଦିବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍ ଆବଣ୍ଟନ କରିବା ସହ ଗରିବ, କୃଷକ ଓ ପଛୁଆବର୍ଗଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଦେଶରେ ୩୦ ଲକ୍ଷ … Continue reading ଗରିବ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି – ପ୍ରିୟଙ୍କା ଗାନ୍ଧୀ ଭଦ୍ରା