ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି ଜନତା – କଂଗ୍ରେସ ଅଧ୍ୟକ୍ଷ
ଡେସ୍କ: ସମ୍ପ୍ରସାରିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶର ଜନତା ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି। ସେ ଦେଶର କୋଟି କୋଟି କଂଗ୍ରେସ ପାର୍ଟି କର୍ମୀ ଏବଂ ନେତାଙ୍କୁ ଧନ୍ୟବାଦ ଦେବା ସହ ଦୃଢ଼ ଇଚ୍ଛାଶକ୍ତି, ଦୃଢ଼ ସଂକଳ୍ପ ଏବଂ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ବିଜେପିର ୧୦ ବର୍ଷର ବିଭାଜନକାରୀ, ଘୃଣା ଓ ଧ୍ରୁବୀକରଣ ରାଜନୀତିକୁ ଭାରତୀୟ ଭୋଟରମାନେ ପ୍ରତ୍ୟାଖ୍ୟାନ … Continue reading ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି ଜନତା – କଂଗ୍ରେସ ଅଧ୍ୟକ୍ଷ
Copy and paste this URL into your WordPress site to embed
Copy and paste this code into your site to embed