କଂଗ୍ରେସର ପ୍ରାର୍ଥୀ ଘୋଷଣା, ୱାଇନାଡ୍‌ରୁ ଲଢ଼ିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୯ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ରାହୁଲ ଗାନ୍ଧି ସ୍ଥାନ ପାଇଛନ୍ତି। ରାହୁଲ ଗାନ୍ଧିଙ୍କୁ କେରଳ ୱାଇନାଡ୍‌ରୁ ଲୋକସଭା ପ୍ରାର୍ଥୀ ଭାବେ   ଲଢ଼ିବା ପାଇଁ କଂଗ୍ରେସ ଟିକଟ ଦେଇଛି। ସେହିପରି ଛତିଶଗଡ଼ ରାଜନନ୍ଦଗାଓଁରୁ ଭୂପେଶ ବାଘେଲ ଲିବାକୁ ଥିବାବେଳେ ଛତିଶଗଡ଼ ମହାସମୁନ୍ଦରୁ ତାମ୍ରଧ୍ବଜ ସାହୁ ଏବଂ ଥିରୁବନନ୍ତପୂରମରୁ ଶଶି … Continue reading କଂଗ୍ରେସର ପ୍ରାର୍ଥୀ ଘୋଷଣା, ୱାଇନାଡ୍‌ରୁ ଲଢ଼ିବେ ରାହୁଲ ଗାନ୍ଧି