ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି ସରକାର – କଂଗ୍ରେସ

ଡେସ୍କ: ବିରୋଧୀ ଦଳ ନେତାଙ୍କ ବିରୋଧରେ ସରକାର ଇଡି, ସିବିଆଇ ଓ ଆୟକର ସମେତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳର ମୁଖପାତ୍ର ଅଭିଷେକ ମନୁ ସିଂଘଭି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜନେତାଙ୍କ ବିରୋଧରେ ଥିବା ମାମଲାରେ ମୁଖ୍ୟତଃ ବିରୋଧୀ ନେତାଙ୍କ ନାମ ରହିଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁ ରାଜନେତାମାନେ ବିଜେପିରେ ଯୋଗ ଦେଇଥିଲେ ଏବଂ ସରକାରୀ ସାକ୍ଷୀ ହୋଇଥିଲେ ସେମାନଙ୍କ … Continue reading ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି ସରକାର – କଂଗ୍ରେସ