ପରାଜୟ ପରେ ପରିବର୍ତନ, ୧୨ ନୂଆ ମହାସଚିବ ଓ ପ୍ରଦେଶ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ

ଡେସ୍କ: ୩ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୧୨ ଜଣ ନୂଆ ମହାସଚିବ ଓ ୧୨ ଜଣ ନୂଆ ପ୍ରଦେଶ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଓଡ଼ିଶାର ନୂଆ ପ୍ରଭାରୀ ଭାବେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଚେଲ୍ଲା କୁମାର ଓଡ଼ିଶା ପିସିସି ପ୍ରଭାରୀ ଥିଲେ। ସେହିପରି ଛତିଶଗଡ଼ କଂଗ୍ରେସ ପ୍ରଭାରୀ ଭାବେ ସଚିନ ପାଇଲଟ, ମହାରାଷ୍ଟ୍ର ପ୍ରଭାରୀ ଭାବେ ରମେଶ ଚେନିଥାଲା, ବିହାର ପ୍ରଭାରୀ … Continue reading ପରାଜୟ ପରେ ପରିବର୍ତନ, ୧୨ ନୂଆ ମହାସଚିବ ଓ ପ୍ରଦେଶ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ