ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ

ଡେସ୍କ: ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଓ ନେଟ-ୟୁଜିସି ପରୀକ୍ଷା ବାତିଲ ପରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଏକ କମିଟି ଗଠନ କରିଛି। ସ୍ୱଚ୍ଛ, ସୁରୁଖୁରୁରେ ଏବଂ ନିରପେକ୍ଷ ରୂପେ ପରୀକ୍ଷା ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୨ ମାସ ମଧ୍ୟରେ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଆଇଆଇଟି କାନପୁରର ବିଓଜିର ଅଧ୍ୟକ୍ଷ ଡ. କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ … Continue reading ଏନଟିଏ ଉଦ୍ଧାର ପାଇଁ କମିଟି ଗଠିତ, ୨ ମାସରେ ଦେବ ରିପୋର୍ଟ