ପ୍ରଭାବଶାଳୀ ଭାବେ ଲାଗୁ ହେବ ଆଦର୍ଶ ଆଚରଣ ବିଧି – ନିର୍ବାଚନ ଆୟୋଗ

ଡେସ୍କ: ୪ଟି ରାଜ୍ୟରେ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ କାନ୍ଥରେ ଅଙ୍କିତ ଚିତ୍ର, ପୋଷ୍ଟର, ପାମ୍ଫଲେଟ୍ ସବୁ ହଟାଇବାକୁ ନିର୍ବାଚନ ଆୟୋଗ କ୍ୟାବିନେଟ୍ ସଚିବ, ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ୪୮ ଘଣ୍ଟା ମଧ୍ୟରେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ … Continue reading ପ୍ରଭାବଶାଳୀ ଭାବେ ଲାଗୁ ହେବ ଆଦର୍ଶ ଆଚରଣ ବିଧି – ନିର୍ବାଚନ ଆୟୋଗ