ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..

ନୂଆଦିଲ୍ଲୀ : ଜଣେ ଏକ୍ସ ବ୍ୟବହାରକାରୀ ବନ୍ଦେ ଭାରତରେ ଯାତ୍ରୀଙ୍କୁ ଦିଆ ଯାଉଥିବା ଭୋଜନ ଅର୍ଥାତ ଖାଦ୍ୟ ଭିତରେ ଏକ ମଲା ଅସରପା ଥିବା ଫଟୋ ଶେୟାର କରିଛନ୍ତି। ସେ କହିଛନ୍ତି ଏହି ଘଟଣା ତାଙ୍କ ଦାଦା ଓ ଖୁଡିଙ୍କ ସହ ଘଟିଛି। ଯେ କି ୧୮ ଜୁନରେ ଭୋପାଳରୁ ଆଗ୍ରା ଯାଇଥିଲେ। ଏହି ଘଟଣା ପରେ ଆଇଆରସିଟିସି ତାଙ୍କ ପୋଷ୍ଟର ଜବାବରେ କହିଛନ୍ତି, ଏହି ସମସ୍ୟା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୁଲ୍ ପାଇଁ … Continue reading ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..