ସ୍ୱଚ୍ଛ ବ୍ୟବସ୍ଥା ଓ ଜନ ଭାଗିଦାରୀ ଦାରିଦ୍ର୍ୟ ହ୍ରାସ କରିଛି – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ଏକ ସ୍ୱଚ୍ଛ ବ୍ୟବସ୍ଥା, ଏହାର ସଚ୍ଚୋଟ ପ୍ରୟାସ ଏବଂ ଲୋକଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇ ଗତ ନଅ ବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସେ କହିଛନ୍ତି, ଭାରତରେ ଦାରିଦ୍ର୍ୟ ହ୍ରାସ ପାଇପାରେ ବୋଲି କେହି ଭାବି ପାରିନଥିଲେ କିନ୍ତୁ ଗରିବମାନେ ଦର୍ଶାଇଛନ୍ତି ଯେ ଯଦି ସେମାନଙ୍କୁ ସମ୍ବଳ ଦିଆଯାଏ ତେବେ ଏହା ହୋଇପାରିବ। ଆଜି ବିକଶିତ … Continue reading ସ୍ୱଚ୍ଛ ବ୍ୟବସ୍ଥା ଓ ଜନ ଭାଗିଦାରୀ ଦାରିଦ୍ର୍ୟ ହ୍ରାସ କରିଛି – ପ୍ରଧାନମନ୍ତ୍ରୀ ମୋଦୀ