ଏହି ସହରରେ ସମ୍ପୂର୍ଣ୍ଣ ଭାବେ ନିଷେଧ ଆମିଷ ଭୋଜନ..

ନୂଆଦିଲ୍ଲୀ : ଖାଦ୍ୟକୁ ନେଇ ସଭିଁଙ୍କର ନିଜ ନିଜର ପସନ୍ଦ ରହିଛି । କିଛି ଲୋକଙ୍କୁ ନିରାମିଷ ତ କିଛି ଲୋକଙ୍କୁ ଆମିଷ ପସନ୍ଦ । ମାତ୍ର ଏପରି ଏକ ସହର ବିଷୟରେ ଜାଣିଛନ୍ତି କି, ଯେଉଁଠାରେ ଆମିଷ ଭୋଜନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସହରଟି ହେଉଛି ଗୁଜରାଟର ଭାବନଗର ଜିଲାର ପାଲିଟଣା ସହର, ଯାହା ଇତିହାସ ସୃଷ୍ଟି କରିଛି । ଏହା ଦୁନିଆର ପ୍ରଥମ ଏପରି ସହର ଯେଉଁଠାରେ ଆମିଷ ଖାଦ୍ୟ ବିକ୍ରି … Continue reading ଏହି ସହରରେ ସମ୍ପୂର୍ଣ୍ଣ ଭାବେ ନିଷେଧ ଆମିଷ ଭୋଜନ..